top of page

ମନ୍ ଘୁଡ଼ା ଇ ମାଏଟ୍‌ର କଥାନୀମାନ୍ । ଯେନ୍ କଥାନୀ ଉପରେ କେତେ ଖରା, ବର୍ଷା, ଶୀତ୍- କାକର, ବାତ୍ୟା ଆସିଛେ ଆଉ ଗୁଟେ ବଡ଼ ବର ଗଛକେ ଜନମ୍ ଦେଇଛେ । ଇତାର ସବୁ କାହାନି ବର ଗଛର ଡାଲି ମାନ୍ । ଆପଣ ଯେନ୍ ଗାଁ କି ଯେନ୍ ସହର୍‌ଥୁବି ଥାଉଁନ୍, ମନ୍ ଘୁଡ଼ା ପଢ଼ଲା ପରେ, ଇ ବହିର ଚରିତ୍ରମାନେ ଆପଣଙ୍କର ପାସରେ ଥାଇକି ଆପଣକେ ଦେଖୁଥ‌ିବେ । କଥାନୀ ସବୁ ଦିନ୍- ଜୀବନ୍‌ର ଝଡ୍-ଝଞ୍ଜାଥ୍ ହେଇଥିଲା ମନ୍ ଭିତର୍ ଘା ଉପରେ ଥଣ୍ଡା ମଲମ୍ ବାଗିରଟା, ଆର୍ ଇ କଥାନୀ ଆପଣଙ୍କର ମନ୍‌କେ ଆଉଁସି କରି ଉଡ଼ିଯିବା ।

MANNGHUDA

SKU: MAN-01-OD
₹139.00Price
₹139.00 per 193 Grams
Quantity
    bottom of page